ଦୁଇ ବ୍ୟବସାୟୀଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟ୍ : ୨ ଦୁର୍ବୃତ୍ତ ଫେରାର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ରାମପୁରଠାରେ ଦୁଇ ବ୍ୟବସାୟୀଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଥିବାର ଖବର ମିଳିଛି। ବ୍ୟାଙ୍କରୁ ଉଭୟେ ୬ ଲକ୍ଷ ଟଙ୍କା ବାହାର କରି ରାମପୁର ଅଭିମୁଖେ ଯାଉଥିବାବେଳେ ଏକ ଆପାଚି ଗାଡ଼ିରେ ଦୁଇ ଜଣ ଲୁଟେରା ଆସି ଲୁଟି ନେଇଥିଲେ। ରାମପୁର ମେହେରପଡ଼ା ରାସ୍ତାରେ ୨ ଜଣ ଦୁର୍ବୃତ୍ତ ସେହି ଟଙ୍କା ନେଇ ଫେରାର ହୋଇଛନ୍ତି। ପାଟଣାଗଡ଼ ପୁଲିସ ସିସଟିଭି ଆଧାରରେ ଲୁଟେରାଙ୍କୁ ଧରିବାକୁ ପ୍ରୟାସ … Continue reading ଦୁଇ ବ୍ୟବସାୟୀଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟ୍ : ୨ ଦୁର୍ବୃତ୍ତ ଫେରାର